பொருள் : ୟୁହୁଦୀ ଏବଂ ଖ୍ରୀଷ୍ଟିୟାନ ଧର୍ମାନୁସାରେ ମାନବଜାତିର ଜନନୀ ତଥା ପ୍ରଥମ ମହିଳା କୁହାଯାଉଥିବା ଆଡାମଙ୍କ ପତ୍ନୀ
எடுத்துக்காட்டு :
ଈଶ୍ବର ଇଭଙ୍କୁ ଆଡାମଙ୍କ ପଞ୍ଜରାହାଡରୁ ତିଆରି କରିଥିଲେ
பொருள் : ପୈଗମ୍ବରୀ ମତ ଅନୁସାରେ ଆଦାମଙ୍କ ପତ୍ନୀ ସଂସାରର ପ୍ରଥମ ସ୍ତ୍ରୀ ଥିଲେ
எடுத்துக்காட்டு :
ପୈଗମ୍ବରୀ ମତ ଅନୁସାରେ ସମଗ୍ର ମଣିଷ ଜାତିର ଉତ୍ପତ୍ତି ଇଭ୍ଙ୍କ ଠାରୁ ହୋଇଛି
ஒத்த சொற்கள் : ହୌୱା
பிற மொழிகளில் மொழிபெயர்ப்பு :