பொருள் : ସମୁଦ୍ର ମନ୍ଥନରୁ ଯେଉଁ ଘୋଡ଼ା ବାହାରିଥିଲା ଏବଂ ଯାହାକୁ ଚତୁର୍ଦ୍ଦଶ ରତ୍ନ ମଧ୍ୟରେ ଗଣାଯାଏ
எடுத்துக்காட்டு :
ଉଚ୍ଚୈଃଶ୍ରବା ଅଶ୍ୱ ଧଳା ରଙ୍ଗର ଏବଂ ସାତ ମୁଖବିଶିଷ୍ଟ ବୋଲି ବିଚାର କରାଯାଏ
ஒத்த சொற்கள் : ଉଚ୍ଚୈଃଶ୍ରବା ଅଶ୍ୱ, ଉଚ୍ଚୈଃଶ୍ରବା ଘୋଡ଼ା
பிற மொழிகளில் மொழிபெயர்ப்பு :
वह घोड़ा जो समुद्र मंथन के दौरान निकला था और जिसकी गणना चौदह रत्नों में होती है।
उच्चैःश्रवा सफेद रंग का और सात मुख वाला माना जाता है।An imaginary being of myth or fable.
mythical being