பொருள் : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
எடுத்துக்காட்டு :
ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
ஒத்த சொற்கள் : ନକଲକରିବା, ପ୍ରତିରୂପକରିବା
பிற மொழிகளில் மொழிபெயர்ப்பு :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।பொருள் : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
எடுத்துக்காட்டு :
କଂସେଇ ଛେଳିର ଚମଡା ଉତାରୁଛି
பிற மொழிகளில் மொழிபெயர்ப்பு :
Peel off the outer layer of something.
peel offபொருள் : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
எடுத்துக்காட்டு :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
ஒத்த சொற்கள் : ତିଆରିକରିବା
பிற மொழிகளில் மொழிபெயர்ப்பு :
பொருள் : ପିନ୍ଧା ବସ୍ତୁକୁ ଖୋଲିବା
எடுத்துக்காட்டு :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ஒத்த சொற்கள் : ଖୋଲିବା, ବାହାର କରିବା
பிற மொழிகளில் மொழிபெயர்ப்பு :