உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଛିନ୍ନଭିନ୍ନ ବା ନଷ୍ଟଭ୍ରଷ୍ଟ କରିବା
எடுத்துக்காட்டு : ରାଜାଙ୍କ ସୈନିକମାନେ ଗାଁଗୁଡ଼ିକୁ ନଷ୍ଟଭ୍ରଷ୍ଟ କରିଦେଲେ
ஒத்த சொற்கள் : ଛିନ୍ନଭିନ୍ନ କରିବା, ଧ୍ୱଂସ କରିବା, ନଷ୍ଟଭ୍ରଷ୍ଟ କରିବା
பிற மொழிகளில் மொழிபெயர்ப்பு :हिन्दी English
उच्छिन्न या नष्ट-भ्रष्ट करना।
Do away with, cause the destruction or undoing of.
பொருள் : କୌଣସି ଜମାହୋଇଥିବା ବା ଗଢ଼ାହୋଇଥିବା ବସ୍ତୁକୁ ହଟେଇ ଅଲଗା କରିବା
எடுத்துக்காட்டு : ସେ ଛୋଟ ଗଛକୁ ଅନ୍ୟ ଜାଗାରେ ଲଗାଇବାପାଇଁ ତାକୁ ଓପାଡ଼ିଲା
ஒத்த சொற்கள் : ଓପାଡ଼ିବା
किसी ऐसी वस्तु को खींच या निकालकर अलग करना जिसकी जड़ या नीचे का भाग भूमि के भीतर गढ़ा, जमा या धँसा हो।
Pull up (weeds) by their roots.
நிறுவு