உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
எடுத்துக்காட்டு : କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
ஒத்த சொற்கள் : ଆକଳନ, ଏକାଠି, ସଂକଳନ, ସଂଗ୍ରହ
பிற மொழிகளில் மொழிபெயர்ப்பு :हिन्दी English
कोई चीज़ एकत्र या इकट्ठा करके रखने की क्रिया या भाव।
The act of gathering something together.
பொருள் : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
எடுத்துக்காட்டு : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
ஒத்த சொற்கள் : ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଙ୍ଗ, ସାଥୀ
समूह के रूप में या एक-दूसरे के संग।
In each other's company.
பொருள் : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
எடுத்துக்காட்டு : ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ஒத்த சொற்கள் : ଏକତ୍ରିତ, ଜମା
इकट्ठा किया हुआ या एक जगह लाया हुआ।
Brought together in one place.
நிறுவு