பொருள் : ଯେ ଯାଦୁଖେଳ କରେ
எடுத்துக்காட்டு :
ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା
பிற மொழிகளில் மொழிபெயர்ப்பு :
Someone who performs magic tricks to amuse an audience.
conjurer, conjuror, illusionist, magician, prestidigitatorபொருள் : ଇନ୍ଦ୍ରଜାଲ ତିଆରି କରୁଥିବା ଲୋକ
எடுத்துக்காட்டு :
ଇନ୍ଦ୍ରଜାଲିକଙ୍କ ଘର କେଉଁଠି?
ஒத்த சொற்கள் : ଇନ୍ଦ୍ରଜାଲିକ, କୁହୁକିଆ, ବାଜିକର
பிற மொழிகளில் மொழிபெயர்ப்பு :
One who was versed in the practice of alchemy and who sought an elixir of life and a panacea and an alkahest and the philosopher's stone.
alchemistபொருள் : ଖେଳ-ତାମସାଆଦି ଭଳି ବିଭିନ୍ନ ପ୍ରକାରର କସରତ କରିବା, ଦଉଡି ଉପରେ ଚାଲିବାଆଦିର ପ୍ରଦର୍ଶନ କରି ମନୋରଞ୍ଜନ କରାଉଥିବା ବ୍ୟକ୍ତି
எடுத்துக்காட்டு :
ଆଜି ଆମେ ଯାଦୁକରର ଖେଳ ଦେଖିବାକୁ ଯିବା
பிற மொழிகளில் மொழிபெயர்ப்பு :
பொருள் : ଇନ୍ଦ୍ରଜାଲର ବା ଇନ୍ଦଜାଲ ସହ ସମ୍ବନ୍ଧିତ
எடுத்துக்காட்டு :
ଏହି ବହିରେ ଐନ୍ଦ୍ରଜାଲିକ କାର୍ଯ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବର୍ଣ୍ଣନା କରାଯାଇଛି
ஒத்த சொற்கள் : କୁହୁକିଆ, ମାୟାବୀ, ଯାଦୁବିଦ୍ୟା ସଂପୃକ୍ତ
பிற மொழிகளில் மொழிபெயர்ப்பு :
इंद्रजाल का या इंद्रजाल से संबंधित।
इस पुस्तक में ऐंद्रजालिक कार्यों के बारे में विस्तार से दिया गया है।