பொருள் : ଛୋଟ ଲାଞ୍ଜଥିବା ବା ନଥିବା ପ୍ରାଇମେଟ ଯାହା ମାଙ୍କଡ଼ ପରି
எடுத்துக்காட்டு :
କପି ଏବଂ ମାଙ୍କଡ଼ ଦୁଇଟି ଅଲଗା ଜାତିର ଅଟନ୍ତି
பிற மொழிகளில் மொழிபெயர்ப்பு :
Any placental mammal of the order Primates. Has good eyesight and flexible hands and feet.
primateபொருள் : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା
எடுத்துக்காட்டு :
ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ
ஒத்த சொற்கள் : ନକଲ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ
எடுத்துக்காட்டு :
ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି
ஒத்த சொற்கள் : ନକଲ
பிற மொழிகளில் மொழிபெயர்ப்பு :