உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯେଉଁ ମୁଖ୍ୟ ବିମାନଚାଳକ ବା ପାଇଲଟଙ୍କର ଉତ୍ତର ଦାୟିତ୍ବରେ ଉଡାଜାହାଜ ଥାଏ
எடுத்துக்காட்டு : କ୍ୟାପଟେନ୍ ଯାତ୍ରୀମାନଙ୍କୁ ଉଡାଜାହାଜର ଉଡାଣ ସମ୍ପର୍କରେ ତଥ୍ୟ ଦେଲେ
ஒத்த சொற்கள் : କେପଟେନ୍, କ୍ୟାପଟେନ୍
பிற மொழிகளில் மொழிபெயர்ப்பு :हिन्दी English
हवाई जहाज़ का मुख्य विमान चालक या पायलेट जिसके उत्तरदायित्व में वह जहाज़ होता है।
The pilot in charge of an airship.
பொருள் : କୌଣସି ବ୍ୟବସାୟିକ ଜାହାଜକୁ ନିୟନ୍ତ୍ରଣ କରିବାପାଇଁ ଯେଉଁ ଅଧିକାରୀଙ୍କ ନିକଟରେ ଲାଇସେନ୍ସ ଅଛି
எடுத்துக்காட்டு : ସମୁଦ୍ର ଦସ୍ୟୁମାନେ କ୍ୟାପଟେନ୍ ଏବଂ ସମସ୍ତ ଯାତ୍ରୀଙ୍କୁ ବନ୍ଦୀ କରିନେଲେ
ஒத்த சொற்கள் : କେପଟେନ୍, କ୍ୟାପଟେନ୍, ସ୍କିପର
वह अधिकारी जिसके पास किसी व्यापारी जहाज़ को नियंत्रित करने का लाइसेंस होता है।
An officer who is licensed to command a merchant ship.
பொருள் : ଯେଉଁ ନୌସେନା ଅଧିକାରୀଙ୍କ ନିୟନ୍ତ୍ରଣରେ ଯୁଦ୍ଧପୋତ ରହେ
எடுத்துக்காட்டு : ଜାହାଜକୁ ପୂର୍ବ ଦିଗକୁ ନେବାନିମନ୍ତେ କ୍ୟାପଟେନ୍ ଚାଳକ ଦଳକୁ କହିଲେ
नौसेना का वह अधिकारी जिसके नियंत्रण में युद्धपोत होता है।
The naval officer in command of a military ship.
நிறுவு