பொருள் : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
எடுத்துக்காட்டு :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
பிற மொழிகளில் மொழிபெயர்ப்பு :
பொருள் : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
எடுத்துக்காட்டு :
ମୁଁ ଏହି ମାସର କିସ୍ତି ଜମା କରିଦେଇଛି
பொருள் : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
எடுத்துக்காட்டு :
ମୁଁ ଏହି ଋଣ କିସ୍ତିରେ ଶୁଝିବି
பிற மொழிகளில் மொழிபெயர்ப்பு :
A payment of part of a debt. Usually paid at regular intervals.
installment