பொருள் : କାଠ, ମାଟି, ପଥରଆଦିରେ ପାଣିରଖିବା ନିମନ୍ତେ ତିଆରି ହୋଇଥିବା ଗଭୀର ପାତ୍ର
எடுத்துக்காட்டு :
କୁଣ୍ଡଟି ପାଣିରେ ଭର୍ତ୍ତି ହୋଇଛି
பிற மொழிகளில் மொழிபெயர்ப்பு :
பொருள் : ଜଳସେଚନପାଇଁ କୂଅରୁ ପାଣି ବାହାର କରିବାର ଏକ ପାତ୍ର
எடுத்துக்காட்டு :
କୃଷକ କୁଣ୍ଡଦ୍ୱାରା ପାଣି ବାହାର କରି କ୍ଷେତରେ ଜଳସେଚନ କରୁଛି
பிற மொழிகளில் மொழிபெயர்ப்பு :
सिंचाई के लिए कुएँ से पानी निकालने का एक प्रकार का डोल।
किसान कूँड़ द्वारा पानी निकाल कर खेत की सिंचाई कर रहा है।பொருள் : ମାଟିରେ ତିଆରି ଏକ ପ୍ରକାରର ବାସନ
எடுத்துக்காட்டு :
କୁଣ୍ଡରେ ପାଣି ଗରମ କରାଯାଏ
பிற மொழிகளில் மொழிபெயர்ப்பு :
பொருள் : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
எடுத்துக்காட்டு :
ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
ஒத்த சொற்கள் : ଟାଙ୍କି
பிற மொழிகளில் மொழிபெயர்ப்பு :
பொருள் : ଛୋଟ ନନ୍ଦିଆ
எடுத்துக்காட்டு :
ଶୀଲା ବାଛୁରୀକୁ କୁଣ୍ଡରେ ପାଣି ପେଉଛି
பிற மொழிகளில் மொழிபெயர்ப்பு :