உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୁଳ ବା ବଂଶ ଉଦ୍ଧାର କରୁଥିବା ବା ପବିତ୍ର କରୁଥିବା ବ୍ୟକ୍ତି
எடுத்துக்காட்டு : କୁଳତାରଣର ପ୍ରତୀକ୍ଷାରେ ବୁଢ଼ୀର ଆଖି ଜଳକା ହୋଇଗଲାଣି
ஒத்த சொற்கள் : କୁଳଉଦ୍ଧାରକ, କୁଳରକ୍ଷକ, କୁଳାଙ୍କୁର, ବଂଶରକ୍ଷକ, ବଅଂଶରକ୍ଷକ
பிற மொழிகளில் மொழிபெயர்ப்பு :हिन्दी
कुल या वंश को तारने वाला या पवित्र करने वाला व्यक्ति।
பொருள் : କୁଳ ବା ବଂଶକୁ ଉଧାର ବା ପବିତ୍ର କରିବା ଲୋକ
எடுத்துக்காட்டு : ଭଗୀରଥଙ୍କ ଭଳି କୁଳତାରଣ ସନ୍ତାନ ନିଜ ପୂର୍ବଜମାନଙ୍କୁ ଉଧାର କରିବାପାଇଁ କଠିନ ତପସ୍ୟା କରିଥିଲେ
ஒத்த சொற்கள் : କୁଳ-ତାରଣ
कुल या वंश को तारने वाला या पवित्र करने वाला।
நிறுவு