பொருள் : ନିତିଦିନ ବା ସବୁବେଳେ ହୋଇଚାଲିଥିବା କଳି ବା ଝଗଡ଼ା
எடுத்துக்காட்டு :
ପତ୍ନୀଙ୍କ ଖିଚ୍ଖିଚ୍ରେ ବ୍ୟାକୁଳ ହୋଇ ସେ ଘର ଛାଡ଼ି ଚାଲିଗଲେ
ஒத்த சொற்கள் : କେଟରେକେଟରେ, ଖିଚ୍ଖିଚ୍
பிற மொழிகளில் மொழிபெயர்ப்பு :
नित्य या बराबर होती रहनेवाली कहा-सुनी या झगड़ा।
पत्नी की किचकिच से परेशान होकर वह घर छोड़कर चला गया।பொருள் : ବେଙ୍ଗର ରଡ଼ି ବା ବେଙ୍ଗ କରୁଥିବା ଶବ୍ଦ
எடுத்துக்காட்டு :
ପୋଖରୀ କୂଳରେ ବେଙ୍ଗଗୁଡ଼ିକ କେଁ କଟର କରୁଛନ୍ତି
ஒத்த சொற்கள் : କେଁ କଟର ରଡ଼ି, କେଁ କଟର ଶବ୍ଦ
பிற மொழிகளில் மொழிபெயர்ப்பு :