பொருள் : କୋଟିଏ ଟଙ୍କାର ମାଲିକ
எடுத்துக்காட்டு :
ଆଧୁନିକ ଯୁଗରେ କୋଟିପତିମାନଙ୍କର ଅଭାବ ନାହିଁ
பிற மொழிகளில் மொழிபெயர்ப்பு :
பொருள் : ଯାହା ପାଖରେ ବହୁତ ଧନ ଅଛି
எடுத்துக்காட்டு :
ଦିନକେଇଟାରେ ଆମ ସହରର କୋଟିପତି ଜଣକ ଭିକାରୀ ବନିଗଲେ
பிற மொழிகளில் மொழிபெயர்ப்பு :
பொருள் : ଯାହାପାଖରେ ଅତି କମ୍ରେ କୋଟିଏ ଟଙ୍କା ଅଛି
எடுத்துக்காட்டு :
ଶ୍ୟାମ କୋଟିପତି ହେବା ଲକ୍ଷରେ କୁଖ୍ୟାତ ଅପରାଧୀ ହୋଇଗଲା ଏହି ସଂସ୍ଥାର ସଂଚାଳନ ନିମନ୍ତେ କେତେଜଣ କୋଟିପତି ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି
பிற மொழிகளில் மொழிபெயர்ப்பு :
जिसके पास कम से कम एक करोड़ रुपया हो।
श्याम करोड़पति बनने के चक्कर में कुख्यात अपराधी बन गया।