உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଖେଳିବା କାମ ଅନ୍ୟଦ୍ୱାରା କରାଇବା
எடுத்துக்காட்டு : ସୀତା ଛୋଟପୁଅକୁ ବାପାଙ୍କଦ୍ୱାରା ଖେଳାଉଛି
பிற மொழிகளில் மொழிபெயர்ப்பு :हिन्दी
खेलाने का काम दूसरे से कराना।
பொருள் : ଏକତ୍ରିତ ହୋଇଥିବା ବସ୍ତୁଆଦିକୁ ଏପଟ ସେପଟକରିବା ବା ଏପାଖ ସେପାଖ କରିବାପାଇଁ ଚେଷ୍ଟା କରିବା
எடுத்துக்காட்டு : କୁକୁର ଅଳିଆଗଦାକୁ ଘାଣ୍ଟୁଛି
ஒத்த சொற்கள் : ଘାଣ୍ଟିବା
ढेर आदि को इधर-उधर करना या इधर-उधर करने की कोशिश करना।
பொருள் : ଖେଳିବା ନିମନ୍ତେ ପ୍ରବୃତ୍ତ କରିବା
எடுத்துக்காட்டு : ବୁଢାବାପା ନିଜ ନାତିକୁ ଖେଳାଉଛନ୍ତି
खेलने में प्रवृत्त करना।
நிறுவு