பொருள் : ବହୁତ ଥଣ୍ଡା ପଡ଼ୁଥିବା ପାହାଡ଼ ଉପରେ ବାସକରୁଥିବା ଏକ ପ୍ରକାର ହରିଣ ଯାହା ନାଭିରୁ କସ୍ତୁରୀ ବାହାରେ
எடுத்துக்காட்டு :
କସ୍ତୁରୀ ହରିଣ କସ୍ତୁରୀର ବାସ୍ନାରେ ଚଳଚଞ୍ଚଳ ହୋଇଯାଏ
ஒத்த சொற்கள் : କସ୍ତୁରୀ ମୃଗ, କସ୍ତୁରୀ ହରିଣ
பிற மொழிகளில் மொழிபெயர்ப்பு :
Small heavy-limbed upland deer of central Asia. Male secretes valued musk.
moschus moschiferus, musk deer