பொருள் : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
எடுத்துக்காட்டு :
ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ ସେ ରାତିର ଗହନତାରେ ବୁଲୁଥିଲା
பிற மொழிகளில் மொழிபெயர்ப்பு :
பொருள் : ଯିଏ ଚଞ୍ଚଳ ନୁହେଁ
எடுத்துக்காட்டு :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ஒத்த சொற்கள் : ଅଚଞ୍ଚଳ, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
பிற மொழிகளில் மொழிபெயர்ப்பு :
பொருள் : ଚିନ୍ତା କରିବା ଯୋଗ୍ୟ
எடுத்துக்காட்டு :
ତାର ଅବସ୍ଥା ଚିନ୍ତାଜନକ
ஒத்த சொற்கள் : ଚିନ୍ତନୀୟ, ଚିନ୍ତାଜନକ
பிற மொழிகளில் மொழிபெயர்ப்பு :
Causing distress or worry or anxiety.
Distressing (or disturbing) news.பொருள் : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
எடுத்துக்காட்டு :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ஒத்த சொற்கள் : କଠିନ, କୂଟ, କୂଟତାପୂର୍ଣ୍ଣ, ଗୁଢ଼, ଜଟିଳ, ତେଢ଼ା
பிற மொழிகளில் மொழிபெயர்ப்பு :
Difficult to analyze or understand.
A complicated problem.