பொருள் : ଦେହକୁ ସଫା କରିବାପାଇଁ ପାଣିରେ ଧୋଇବା
எடுத்துக்காட்டு :
ଜେଜେ ଶୀତ ଦିନରେ ଉଷୁମ ପାଣିରେ ଗାଧାନ୍ତି
ஒத்த சொற்கள் : ସ୍ନାନ କରିବା
பிற மொழிகளில் மொழிபெயர்ப்பு :
शरीर साफ करने के लिए उसे जल से धोना।
दादाजी ठंड के दिनों में गुनगुने पानी से नहाते हैं।பொருள் : ରଜୋଧର୍ମରୁ ନିବୃତ୍ତ ହେଲାପରେ ସ୍ତ୍ରୀ ସ୍ନାନ କରିବା
எடுத்துக்காட்டு :
ପ୍ରାୟ ସ୍ତ୍ରୀଲୋକମାନେ ତିନିଦିନ ପରେ ଗାଧାନ୍ତି
ஒத்த சொற்கள் : ସ୍ନାନ କରିବା
பிற மொழிகளில் மொழிபெயர்ப்பு :
பொருள் : ପାଣିରେ ପଶି ସ୍ନାନ କରିବା
எடுத்துக்காட்டு :
ଋଷି ପ୍ରତିଦିନ ଗଙ୍ଗା ନଦୀରେ ନିମଜ୍ଜନ ହୁଅନ୍ତି
ஒத்த சொற்கள் : ଅବଗାହନ ହେବା, ନିମଜ୍ଜନ ହେବା, ବୁଡିବା, ସ୍ନାନ କରିବା
பிற மொழிகளில் மொழிபெயர்ப்பு :