பொருள் : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ
எடுத்துக்காட்டு :
ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ରାଗ
எடுத்துக்காட்டு :
ମଲ୍ଲାର ରାଗର ଗୋଟିଏ ପ୍ରକାରଭେଦ ହେଉଛି ଗୁଣ୍ଡ ରାଗ
ஒத்த சொற்கள் : ଗୁଣ୍ଡ ରାଗ
பிற மொழிகளில் மொழிபெயர்ப்பு :
பொருள் : ଛୋଟଛୋଟ ଖଣ୍ଡ କରିବାର କାର୍ଯ୍ୟ
எடுத்துக்காட்டு :
ଗହମକୁ ଚୂରିଲେ ଗୁଣ୍ଡ ହୁଏ
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁର ଯେଉଁ ସୂକ୍ଷ୍ମ କଣିକା ବିଶେଷଭାବେ କୌଣସି ବସ୍ତୁ ଆଦି ଉପରେ ବସିଯାଏ ଓ ଝାଡ଼ିଲେ ତାହା ଉଡ଼େ
எடுத்துக்காட்டு :
ଖଳାରେ ଭୂଷି ଗୁଣ୍ଡ ଉଡ଼ୁଛି
ஒத்த சொற்கள் : ଗୁଂଡ
பிற மொழிகளில் மொழிபெயர்ப்பு :
Fine powdery material such as dry earth or pollen that can be blown about in the air.
The furniture was covered with dust.பொருள் : କୌଣସି ପଦାର୍ଥ ଆଦିକୁ ଭାଙ୍ଗି ବା ଖଣ୍ଡଖଣ୍ଡ କରି ତିଆରି ହେଉଥିବା ଛୋଟଛୋଟ ଖଣ୍ଡ
எடுத்துக்காட்டு :
ଗୋଟିଏ କପରେ ବିସ୍କୁଟ ଚୂର୍ଣ୍ଣ,ଚିନି ଏବଂ ୫୦ଗ୍ରାମ କୋକୋ ପାଉଡର ମିଶାଅଶୁଖିଲା ଘାସ ଗୁଣ୍ଡକୁ ଏକାଠି କର
ஒத்த சொற்கள் : ଚୂର୍ଣ୍ଣ
பிற மொழிகளில் மொழிபெயர்ப்பு :
किसी पदार्थ आदि का टूट कर या तोड़कर बना हुआ छोटा छोटा टुकड़ा।
एक प्याले में बिस्किट का चूरा,शक्कर और ५० ग्राम कोको पावडर मिलाइए।Small piece of e.g. bread or cake.
crumbபொருள் : ଚୂର୍ଣ୍ଣ କରିବାର କାମ
எடுத்துக்காட்டு :
ଏକ ସ୍ବତନ୍ତ୍ର ପଥରର ଗୁଣ୍ଡରୁ ସିମେଣ୍ଟ ମିଳେ
ஒத்த சொற்கள் : ଚୂର୍ଣ୍ଣ
பிற மொழிகளில் மொழிபெயர்ப்பு :
பொருள் : କୌଣସି ପଦାର୍ଥଆଦିର ଚୂର୍ଣ୍ଣ ବା ଭଙ୍ଗା ଖଣ୍ଡ
எடுத்துக்காட்டு :
ନିମ୍ବର ପତ୍ରଗୁଡ଼ିକୁ ଶୁଖାଇ ଏବଂ ତାକୁ ଚୂର୍ଣ୍ଣକରି ଘାଆଆଦିରେ ଲଗାଯାଏ
பிற மொழிகளில் மொழிபெயர்ப்பு :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization