பொருள் : ଯେଉଁ ଥଳିରେ ହାତ ପୂରାଇ ମାଳା ଜପା ଯାଏ
எடுத்துக்காட்டு :
ଶ୍ରୀମତୀ ରାଓ ସବୁଦିନେ ସକାଳେ ଗୋମୁଖୀ ନେଇ ଭ୍ରମଣରେ ଯାଆନ୍ତି
ஒத்த சொற்கள் : ଜପଥଳି
பிற மொழிகளில் மொழிபெயர்ப்பு :
பொருள் : ଗଙ୍ଗୋତ୍ରୀରେ ଗାଈମୁହଁ ପରି ଦିଶୁଥିବା ସ୍ଥାନ ଯେଉଁଠାରୁ ଗଙ୍ଗାର ସୃଷ୍ଟି ହୋଇଛି
எடுத்துக்காட்டு :
ଗଙ୍ଗାର ଧାରା ସବୁବେଳେ ଗୋମୁଖୀରୁ ପ୍ରବାହିତ ହେଉଛି
ஒத்த சொற்கள் : ଗୋମୁଖ
பிற மொழிகளில் மொழிபெயர்ப்பு :