பொருள் : ନିର୍ଦ୍ଦିଷ୍ଟ ସମୟର ଆଗକୁ ସମୟ ନିର୍ଘଣ୍ଟ
எடுத்துக்காட்டு :
ଡିସେମ୍ବରର ଯାତ୍ରା ଏବେ ଖରା ଛୁଟିପର୍ଯ୍ୟନ୍ତ ଗଡ଼ିଗଲା
ஒத்த சொற்கள் : ଗଡ଼ିଗଲା, ସ୍ଥଗିତହେଲା
பிற மொழிகளில் மொழிபெயர்ப்பு :
निश्चित समय से आगे का समय नियत होना।
दिसम्बर की यात्रा अब गर्मी की छुट्टियों तक टल गई है।பொருள் : କୌଣସି କାମ ସମୟ ଆଗରୁ କରିଦେବା କିମ୍ବା ସ୍ଥଗିତ କରିବା
எடுத்துக்காட்டு :
ଅଧ୍ୟକ୍ଷ ଚାରିଦିନପାଇଁ ବୈଠକକୁ ସ୍ଥଗିତ ରଖିଲେ
ஒத்த சொற்கள் : ସ୍ଥଗିତ ରଖିବା
பிற மொழிகளில் மொழிபெயர்ப்பு :
किसी कार्य का समय आगे कर देना या स्थगित करना।
अध्यक्ष ने चार दिन के लिए बैठक को टाला।