பொருள் : ମାଟି, ଲାଲରଙ୍ଗର ଚୂନରେ ପାଣି ମିଶେଇ ତିଆରି କରାଯାଉଥିବା ଏକ ପ୍ରକାର ଘୋଳା ଯାହାଦ୍ୱାରା ଇଟାଆଦି ଯୋଡ଼ାଯାଏ
எடுத்துக்காட்டு :
ରାଜମିସ୍ତ୍ରୀ ମସଲାରେ କାନ୍ଥ ଯୋଡ଼ୁଛି
பிற மொழிகளில் மொழிபெயர்ப்பு :
A strong hard building material composed of sand and gravel and cement and water.
concreteபொருள் : ମନ୍ଥିତ ବା ଘୋଟା ହୋଇଥିବା
எடுத்துக்காட்டு :
ମନ୍ଥିତ ଦହି ଉପରେ ଲହୁଣି ଭାସୁଛି
ஒத்த சொற்கள் : ବିଲୋଡିତ, ମଥିତ, ମନ୍ଥିତ
பிற மொழிகளில் மொழிபெயர்ப்பு :
Moving with or producing or produced by vigorous agitation.
Winds whipped the piled leaves into churning masses.