பொருள் : ଉଦ୍ଦାମତାର ସହିତ ଖେଳିବା
எடுத்துக்காட்டு :
ପିଲାମାନେ ପଡ଼ିଆରେ ଡିଆଁଡ଼େଇଁ କରୁଛନ୍ତି
ஒத்த சொற்கள் : ଖେଳକୁଦ କରିବା, ଡିଆଁକୁଦା କରିବା, ଡିଆଁଡ଼େଇଁ କରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
எடுத்துக்காட்டு :
କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
ஒத்த சொற்கள் : ଉତ୍ପାତ କରିବା, କୋଳାହଳ କରିବା, ଚିତ୍କାର କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା, ହୋ ହଲ୍ଲା କରିବା
பிற மொழிகளில் மொழிபெயர்ப்பு :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।