பொருள் : ଯେଉଁ କଳାଦାଗ ବା ଚିହ୍ନ ଉପରେ ଅଭ୍ୟାସ ନିମନ୍ତେ ନିଶାଣ ଲଗାଯାଏ
எடுத்துக்காட்டு :
ସେ ପ୍ରଥମ ନିଶାଣରେ ଚାନ୍ଦ ଭେଦ କରିଦେଲା
பிற மொழிகளில் மொழிபெயர்ப்பு :
वह काला दाग या चिह्न जिस पर अभ्यास के लिए निशाना लगाया जाता है।
उसने पहले ही निशाने में चाँद को भेद दिया।பொருள் : ପୃଥିବୀ ଚାରିପଟେ ବୁଲୁଥିବା ଏକ ଉପଗ୍ରହ
எடுத்துக்காட்டு :
ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
ஒத்த சொற்கள் : ଇନ୍ଦୁ, କଳାନିଧି, ଚନ୍ଦ୍ର, ଜହ୍ନ, ଜ୍ୟୋତ୍ସ୍ନା, ନିଶାକାର, ନିଶାମଣି, ନିଶିକାନ୍ତ, ରଜନୀଶ, ରାକେଶ, ଶମ୍ଭୁଶେଖର, ଶଶାଙ୍କ, ଶଶୀ, ଶିବଶେଖର, ସୁଧାଂଶୁ, ସୁଧାକର, ହିମାଂଶୁ
பிற மொழிகளில் மொழிபெயர்ப்பு :
पृथ्वी के चारों ओर चक्कर लगाने वाला एक उपग्रह।
चंद्रमा सूर्य के प्रकाश से प्रकाशित होता है।The natural satellite of the Earth.
The average distance to the Moon is 384,400 kilometers.பொருள் : ସ୍ତ୍ରୀମାନେ ମୁଣ୍ଡରେ ପିନ୍ଧୁଥିବା ଅର୍ଦ୍ଧଚନ୍ଦ୍ରାକାର ଏକ ଆଭୂଷଣ
எடுத்துக்காட்டு :
ମୋହିନୀର ମୁଣ୍ଡରେ ଚନ୍ଦ୍ରିକା ଶୋଭାବର୍ଦ୍ଧନ କରୁଛି
ஒத்த சொற்கள் : ଚନ୍ଦ୍ରିକା
பிற மொழிகளில் மொழிபெயர்ப்பு :
பொருள் : ଚନ୍ଦ୍ର ଆକୃତିରେ ଗଢ଼ା ଯାଇଥିବା ବସ୍ତୁ
எடுத்துக்காட்டு :
ମୂର୍ତ୍ତିକାର ଧାତୁରେ ତିଆରି ଏକ ଚନ୍ଦ୍ରମା ତିଆରି କରି ଶଙ୍କରଙ୍କ ମୂର୍ତ୍ତୀର ଶିର ଉପରେ ଲଗାଇଦେଲେ
ஒத்த சொற்கள் : ଚନ୍ଦ୍ର, ଚନ୍ଦ୍ରମା
பிற மொழிகளில் மொழிபெயர்ப்பு :
Any object resembling a moon.
He made a moon lamp that he used as a night light.பொருள் : ଦିତୀୟା ଚାନ୍ଦ ଆକାରର ଏକ ଗହଣା
எடுத்துக்காட்டு :
ଶୀଲା ହୀରା ଲଗାଯାଇଥିବା ଚାନ୍ଦ ପିନ୍ଧିଛି
பிற மொழிகளில் மொழிபெயர்ப்பு :