பொருள் : କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି
எடுத்துக்காட்டு :
ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା
ஒத்த சொற்கள் : ଅନୁଦାନ
பிற மொழிகளில் மொழிபெயர்ப்பு :
A voluntary gift (as of money or service or ideas) made to some worthwhile cause.
contribution, donationபொருள் : କୌଣସି ସାମୟିକ ପତ୍ରିକା ବା ପୁସ୍ତକଆଦିର ବାର୍ଷିକ ବା ମାସିକ ମୂଲ୍ୟ
எடுத்துக்காட்டு :
ମୁଁ କାଦମ୍ବିନୀର ବାର୍ଷିକଦେୟ ଏପର୍ଯ୍ୟନ୍ତ ଦେଇନାହିଁ
ஒத்த சொற்கள் : ଦେୟ
பிற மொழிகளில் மொழிபெயர்ப்பு :
A payment for consecutive issues of a newspaper or magazine for a given period of time.
subscription