பொருள் : କର୍କଶ ବା ତୀକ୍ଷ୍ଣ ଶବ୍ଦରେ ଚିତ୍କାର କରିବା
எடுத்துக்காட்டு :
ପିଲାଟି ବହୁତ ରଡ଼ି ଛାଡ଼ୁଛି
ஒத்த சொற்கள் : ବୋବାଳିବା, ରଡ଼ି ଛାଡ଼ିବା, ହେଙ୍କାଉଠାଇବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
எடுத்துக்காட்டு :
କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
ஒத்த சொற்கள் : ଉତ୍ପାତ କରିବା, କୋଳାହଳ କରିବା, ଘୋ-ଘା କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା, ହୋ ହଲ୍ଲା କରିବା
பிற மொழிகளில் மொழிபெயர்ப்பு :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।பொருள் : ଯୋରରେ କହିବା
எடுத்துக்காட்டு :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
ஒத்த சொற்கள் : ଗର୍ଜନ କରିବା, ଚିଲ୍ଲାଇବା, ରଡ଼ି କରିବା
பிற மொழிகளில் மொழிபெயர்ப்பு :