பொருள் : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
எடுத்துக்காட்டு :
ସେ ଚୁଲିରେ ଚା’ ବସେଇଛି
ஒத்த சொற்கள் : ଖନ୍ଦା, ଚୁଲା, ରନ୍ଧନଗର୍ତ୍ତ
பிற மொழிகளில் மொழிபெயர்ப்பு :
பொருள் : ମାଟି, ଇଟା ବା ଲୁହାଆଦିରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଖାଦ୍ୟ ରନ୍ଧାଯାଏ
எடுத்துக்காட்டு :
ମା’ ଖାଦ୍ୟ ଗରମ କରିବାପାଇଁ ଚୁଲି ଜଳାଉଛନ୍ତି
பிற மொழிகளில் மொழிபெயர்ப்பு :
A kitchen appliance used for cooking food.
Dinner was already on the stove.