உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ
எடுத்துக்காட்டு : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି
ஒத்த சொற்கள் : ପୃଥିବୀ, ଭୂଇଁ, ଭୂପୃଷ୍ଠ, ମାଟି
பிற மொழிகளில் மொழிபெயர்ப்பு :हिन्दी
चित्र बनाने के लिए मसाले से तैयार की हुई सतह या तल।
பொருள் : ଫସଲ ଉତ୍ପନ୍ନ କରିବା ନିମନ୍ତେ ହିଡ଼ଦ୍ୱାରା ଘେରା ହୋଇଥିବା ବୁଣା ଜାଗା ବା ଚାଷ ଜମି
எடுத்துக்காட்டு : ଏହି ଖେତରେ ପ୍ରଚୁର ଫଳେ
ஒத்த சொற்கள் : ଖେତ, ଚକ
பிற மொழிகளில் மொழிபெயர்ப்பு :हिन्दी English
अनाज पैदा करने के लिए मेड़ों द्वारा घिरी हुई जोतने-बोने की जगह।
A piece of land cleared of trees and usually enclosed.
பொருள் : ଭୂଭାଗର ଏକ ଅଂଶ
எடுத்துக்காட்டு : ଗ୍ରାମୀଣ କ୍ଷେତରେ ଏବେବି ବିଜୁଳି ସମସ୍ୟା ଲାଗିରହିଛି
ஒத்த சொற்கள் : କ୍ଷେତ, କ୍ଷେତ୍ର, ଭୂଖଣ୍ଡ
जमीन का एक भाग।
A large indefinite location on the surface of the Earth.
நிறுவு