பொருள் : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା
எடுத்துக்காட்டு :
ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା
ஒத்த சொற்கள் : ଦଗ୍ଧୀଭୂତ ହେବା, ଦହନ ହେବା, ପୋଡ଼ିଯିବା
பிற மொழிகளில் மொழிபெயர்ப்பு :
आग आदि के संपर्क के कारण नष्ट या खराब होना।
इस पुस्तक के कुछ पन्ने आग से जल गए हैं।பொருள் : ଅଧିକ ଗରମ ବା ଜଳିବାହେତୁ କୌଣସି ଜିନିଷର ଉପର ଭାଗ ଶୁଖି ବା ଜଳି କଳା ପଡ଼ିଯିବା
எடுத்துக்காட்டு :
ପ୍ରବଳ ଗରମରେ ଆମେ ଜଳିଗଲୁ
ஒத்த சொற்கள் : ସିଝିଯିବା
பிற மொழிகளில் மொழிபெயர்ப்பு :