பொருள் : ବଡ଼ ଜାହାଜ ଉପରେ ଏଥିପାଇଁ ରଖାଯାଇଥିବା ସେହି ଛୋଟ ନୌକା, ଜାହାଜ ବୁଡ଼ିବାବେଳେ ଲୋକେ ଯାହା ଉପରେ ଚଢ଼ି ନିଜ ଜୀବନ ବଞ୍ଚାଇ ପାରିବେ
எடுத்துக்காட்டு :
ନାବିକ ଯାତ୍ରୀମାନଙ୍କୁ ସାବଧାନ କଲେ କି ଜାହାଜ ଡୁବିଯିବ ତେଣୁ ଆପଣ ସମସ୍ତେ ଜୀବନ ତରୀ ବ୍ୟବହାର କରନ୍ତୁ
ஒத்த சொற்கள் : ଜୀବନ ତରୀ, ଜୀବନ ନୌକା
பிற மொழிகளில் மொழிபெயர்ப்பு :
A strong sea boat designed to rescue people from a sinking ship.
lifeboat