பொருள் : ବୋଧ କରିବା ବା ହେବାର କ୍ଷମତା
எடுத்துக்காட்டு :
ସମସ୍ତଙ୍କ ବୋଧନ କ୍ଷମତା ଏକାଭଳି ନୁହେଁ
ஒத்த சொற்கள் : ଅବବୋଧନ, ବୁଝିବାଶକ୍ତି, ବୋଧନ କ୍ଷମତା
பிற மொழிகளில் மொழிபெயர்ப்பு :
बोध करने या होने की क्षमता।
सबकी बोधन क्षमता एक जैसी नहीं होती।பொருள் : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
எடுத்துக்காட்டு :
ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
பிற மொழிகளில் மொழிபெயர்ப்பு :
An ability that has been acquired by training.
accomplishment, acquirement, acquisition, attainment, skillபொருள் : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
எடுத்துக்காட்டு :
ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
ஒத்த சொற்கள் : ଧାରଣା
பிற மொழிகளில் மொழிபெயர்ப்பு :
பொருள் : ଜ୍ଞାନ ଯୁକ୍ତ ଭାବ ବା ଜ୍ଞାନୀ ହେବା ଅବସ୍ଥା
எடுத்துக்காட்டு :
ଆପଣ ନିଜର ବିଦ୍ବତ୍ତାର ପ୍ରଦର୍ଶନ ଏଠାରେ କରନ୍ତୁ ନାହିଁ ବିଦ୍ବତ୍ତା ବଳରେ ଶଙ୍କରାଚାର୍ଯ୍ୟ ଲୁପ୍ତ ପ୍ରାୟ ହିନ୍ଦୁ ଧର୍ମର ରକ୍ଷା କରିଥିଲେ
ஒத்த சொற்கள் : ଧୀମତ୍ତା, ପାଣ୍ଡିତ୍ୟ, ବିଜ୍ଞତା, ବିଦଗ୍ଧତା, ବିଦ୍ୱତ୍ତା, ବିଦ୍ବତ୍ତା
பிற மொழிகளில் மொழிபெயர்ப்பு :
Profound scholarly knowledge.
encyclopaedism, encyclopedism, eruditeness, erudition, learnedness, learning, scholarship