பொருள் : କାନରେ ପିନ୍ଧା ଯାଉଥିବା ଏକ ଗହଣା ଯାହା ଆକାରରେ କିଛି ଲମ୍ବା ହୋଇଥାଏ
எடுத்துக்காட்டு :
ତା କାନରେ ସୁନାର ଝୁମୁକା ଶୋଭା ପାଉଥିଲା
பிற மொழிகளில் மொழிபெயர்ப்பு :
Jewelry to ornament the ear. Usually clipped to the earlobe or fastened through a hole in the lobe.
earringபொருள் : ଏକ ପ୍ରକାରର କର୍ଣ୍ଣାଭୂଷଣ
எடுத்துக்காட்டு :
ସୀତା ସୁନାର ଝୁମୁକା ପିନ୍ଧିଥିଲା
பிற மொழிகளில் மொழிபெயர்ப்பு :
Jewelry to ornament the ear. Usually clipped to the earlobe or fastened through a hole in the lobe.
earringபொருள் : ପିଲାମାନଙ୍କର ଯେଉଁ ଖେଳନାକୁ ହଲାଇଲେ ଝୁମ୍ଝୁମ୍ ଶବ୍ଦ ବାହାରେ
எடுத்துக்காட்டு :
ସେ ଝୁମୁକା ବଜାଇ ପିଲାମାନଙ୍କ ମନ ବୁଝାଉଛନ୍ତି
பிற மொழிகளில் மொழிபெயர்ப்பு :
बच्चों का वह खिलौना जिसे हिलाने से झुनझुन शब्द निकलता है।
वह झुनझुना बजाकर बच्चे का मन बहला रही है।A baby's toy that makes percussive noises when shaken.
rattle