பொருள் : କାଶ୍ମୀର, ଆଲମୋଡ଼ାଆଦି ପାହାଡ଼ିଆ ଅଞ୍ଚଳରେ ବ୍ୟବହାର ହେଉଥିବା ଏକ ରେଶମ ବସ୍ତ୍ର ଯାହା ବହୁତ ଗରମ ଲାଗେ
எடுத்துக்காட்டு :
ଥଣ୍ଡାରୁ ରକ୍ଷାପାଇବାପାଇଁ ସେ ମଠା ଉପରେ ସାଲ୍ ଘୋଡ଼େଇ ହେଲା
ஒத்த சொற்கள் : ପାଟ, ମକୁଟା, ମଠା
பிற மொழிகளில் மொழிபெயர்ப்பு :
काश्मीर,अलमोड़ा आदि पहाड़ी प्रदेशों में उपयोग किया जानेवाला एक ऊनी वस्त्र जो बहुत गरम होता है।
ठंड से बचने के लिए उसने पट्टू के ऊपर से साल ओढ़ ली।பொருள் : ଏକ ପ୍ରକାରର ନିକୃଷ୍ଟ କଠିନ ଏବଂ ମୋଟା ରେଶମ
எடுத்துக்காட்டு :
ଟସରରୁ ଶାଢ଼ି, ଜାମା ଆଦି ତିଆରି ହୁଏ
ஒத்த சொற்கள் : ତସର
பிற மொழிகளில் மொழிபெயர்ப்பு :
பொருள் : ରେଶମ ପୋକ
எடுத்துக்காட்டு :
ରେଶମ ପ୍ରସ୍ତୁତ କରିବା ଲାଗି ରେଶମ ପୋକକୁ କୋଷ ସହିତ ଗରମପାଣିରେ ଫୁଟାଇଦିଆଯାଏ
ஒத்த சொற்கள் : ରେଶମ ପୋକ
பிற மொழிகளில் மொழிபெயர்ப்பு :