உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଖାଦ୍ୟ ପଦାର୍ଥ ରଖିବାର ଏକ ପ୍ରକାର କଟରା
எடுத்துக்காட்டு : କଡ଼େଇର ତରକାରୀକୁ ଡଙ୍କିରେ ଓଲଟାଇ ଦିଅ
பிற மொழிகளில் மொழிபெயர்ப்பு :हिन्दी English
भोजन रखने का एक तरह का कटोरा।
A dish that is round and open at the top for serving foods.
பொருள் : ରୋଷେଇ ତିଆରି କରିବା କାମରେ ଆସୁଥିବା ଚାମୁଚି ଭଳି ଗୋଟିଏ ବାସନ
எடுத்துக்காட்டு : ମାଆ ଡଙ୍କିରେ ଭାତ କାଢ଼ୁଥିଲେ
ஒத்த சொற்கள் : କରଚୁଲି
பிற மொழிகளில் மொழிபெயர்ப்பு :हिन्दी
रसोई बनाने के काम में आने वाला कलछे की तरह का एक बर्तन।
பொருள் : ବଡ଼ ଦଣ୍ଡା ବିଶିଷ୍ଟ ଚାମଚ ଯେଉଁଥିରେ ବଡ଼ ହାଣ୍ଡିଆଦିରୁ ଡାଲିଆଦି କାଟନ୍ତି ବା ବାହାର କରନ୍ତି
எடுத்துக்காட்டு : ମାଆ କରଚୁଲିରେ ଡାଲି ବାହାର କରୁଛନ୍ତି
ஒத்த சொற்கள் : ଅଣକ, କରଚୁଲି
बड़ी डाँड़ी का चम्मच जिससे बटलोई आदि की दाल आदि चलाते या निकालते हैं।
பொருள் : ଡାଲି ଆଦିରୁ ଫେଣ ବାହାରକରିବା କରଚୁଲି
எடுத்துக்காட்டு : ଗୀତା ଫୁଟୁଥିବା ଡାଲିରୁ କରଚୁଲିରେ ଫେଣ ବାହାରକରୁଛି
ஒத்த சொற்கள் : କରଚୁଲି, ଡଙ୍କା
दाल आदि में से झाग निकालने की करछुल।
நிறுவு