பொருள் : ରୁଟି, ଭାତଆଦି ସହିତ ଖାଇବା ନିମନ୍ତେ ଡାଲିକୁ ଫୁଟାଇ ବା ରାନ୍ଧି କରାଯାଉଥିବା ଦ୍ରବ୍ୟ
எடுத்துக்காட்டு :
ମା’ ଆଜି ଡାଲି, ଭାତ ଏବଂ ଆଳୁ ତରକାରି କରିଥିଲେ
பிற மொழிகளில் மொழிபெயர்ப்பு :
பொருள் : ହରଡ଼, ମୁଗଆଦି ଯେଉଁ ସବୁ ଶସ୍ୟରୁ ଡାଲି ତିଆରି ହୁଏ
எடுத்துக்காட்டு :
ଆଜିକାଲି ବଜାରରେ ଡାଲିର ଦର ଆକାଶଛୁଆଁ ରହିଛି
ஒத்த சொற்கள் : ଡାଲି ଜାତୀୟ ଶସ୍ୟ
பிற மொழிகளில் மொழிபெயர்ப்பு :
Edible seeds of various pod-bearing plants (peas or beans or lentils etc.).
pulseபொருள் : ରଗଡ଼ା ହୋଇଥିବା ହରଡ଼, ମୁଗ, ଚଣା ଆଦି ଯାହାସବୁକୁ ଝୋଳଥିବା ତରକାରି ଭଳି ରାନ୍ଧି ଖାଆନ୍ତି
எடுத்துக்காட்டு :
ତାଙ୍କର ମୁଗଡାଲି ପକୁଡ଼ି ବହୁତ ପସନ୍ଦ
பிற மொழிகளில் மொழிபெயர்ப்பு :
Edible seeds of various pod-bearing plants (peas or beans or lentils etc.).
pulse