பொருள் : ଢାଳିବା ବା ବହିବାପାଇଁ ପ୍ରବୃତ୍ତ କରିବା
எடுத்துக்காட்டு :
ଏହି ତେଲରେ ଝିଟିପିଟି ପଡ଼ିଯାଇଛି - ଏହାକୁ ନଳାରେ ଢାଳିଦିଅ
பிற மொழிகளில் மொழிபெயர்ப்பு :
பொருள் : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
எடுத்துக்காட்டு :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
ஒத்த சொற்கள் : ଭର୍ତ୍ତି କରିବା, ରଖିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଜିନିଷର ସାମଗ୍ରୀକୁ ଛାଞ୍ଚରେ ଢାଳି ତାହାକୁ ତିଆରି କରିବା
எடுத்துக்காட்டு :
କାରିଗର ଚୀନାମାଟିରେ ଖେଳନା ଢାଳୁଛି
பிற மொழிகளில் மொழிபெயர்ப்பு :
कोई चीज़ बनाने के लिए उसकी सामग्री साँचे में डालकर उसको तैयार करना।
कारीगर चीनीमिट्टी के खिलौने ढाल रहा है।பொருள் : ତରଳ ପଦାର୍ଥକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରରେ ଢାଳିବା
எடுத்துக்காட்டு :
ମା ଢାଳରୁ ଗ୍ଲାସକୁ ଦୁଧ ଢାଳୁଛି
பிற மொழிகளில் மொழிபெயர்ப்பு :