பொருள் : ନଦୀ, ସମୁଦ୍ରଆଦିର ପାଣିରେ ଅଳ୍ପ ଦୂରରେ କିଛି ସମୟ ରହିରହି ଉଠୁଥିବା ଜଳରାଶି ଯାହା ବାରମ୍ବାର ଆଗକୁ ମାଡ଼ିଆସିବା ପରି ଜଣାପଡ଼େ
எடுத்துக்காட்டு :
ସମୁଦ୍ରର ଲହଡ଼ି ବେଳାଭୂମିରେ ବାଧାପାଇ ଉପରକୁ ଉଠୁଅଛି
ஒத்த சொற்கள் : ଢେଉ, ଲହରୀ, ଲହଡ଼ି
பிற மொழிகளில் மொழிபெயர்ப்பு :
One of a series of ridges that moves across the surface of a liquid (especially across a large body of water).
moving ridge, waveபொருள் : ପ୍ରାକୃତିକ କିମ୍ବା କୃତିମ କାରଣରୁ ଉତ୍ପନ୍ନ ହେଉଥିବା କୌଣସି ବସ୍ତୁର ଲହରୀ ଯାହା କୌଣସି ଶରୀର ବା ବାତାବରଣରେ ଖେଳିଯାଏ
எடுத்துக்காட்டு :
ବିଜୁଳୀରେ ମଧ୍ୟ ତରଙ୍ଗ ଥାଏ
ஒத்த சொற்கள் : ଲହରୀ
பிற மொழிகளில் மொழிபெயர்ப்பு :
A movement like that of a sudden occurrence or increase in a specified phenomenon.
A wave of settlers.பொருள் : କାଠ, ଧାତୁଆଦିର ବଡ଼ଖଣ୍ଡ ଅଥବା ବିଭିନ୍ନ ସ୍ୱର ଉତ୍ପନ୍ନ କରି ପାରୁଥିବା ଏକ ପ୍ରକାରର ଅନ୍ୟ ଯନ୍ତ୍ରକୁ ବାଜାରୂପରେ ପ୍ରଯୁକ୍ତ କଲେ ବାହାରୁଥିବା ସଙ୍ଗୀତ
எடுத்துக்காட்டு :
ବିରଜୁ ମହାରାଜା ଆମମାନଙ୍କୁ ଘୁଙ୍ଗୁର ତରଙ୍ଗ ଶୁଣାଇଲେ
ஒத்த சொற்கள் : ତରଂଗ
பிற மொழிகளில் மொழிபெயர்ப்பு :
लकड़ी, धातु आदि के विशिष्ट आकार के टुकड़ों अथवा सब स्वर उत्पन्न करनेवाले एक ही तरह के दूसरे साधनों को बाजे के रूप में प्रयुक्त करने पर उत्पन्न संगीत।
बिरजू महाराज ने हमें घुँघरू तरंग सुनाई।பொருள் : ରୋଗ ବା ପୀଡ଼ା ଆଦିର ରହି ରହି ହେଉଥିବା ବେଗ
எடுத்துக்காட்டு :
ଯନ୍ତ୍ରଣାର ଲହର ଉଠିବା ମାତ୍ରେ ସେ ଚିତ୍କାର କରି ଉଠୁଥିଲା
ஒத்த சொற்கள் : ଲହର
பிற மொழிகளில் மொழிபெயர்ப்பு :
Something that rises rapidly.
A wave of emotion swept over him.பொருள் : ଶରୀରରେ କୌଣସି ଭାବାବେଗ ଉଠିବାର ପ୍ରକ୍ରିୟା
எடுத்துக்காட்டு :
ଜନତାଙ୍କ ମନରେ ନେତାମାନଙ୍କ ପ୍ରତି କ୍ରୋଧପୂର୍ଣ୍ଣ ଜୁଆର ଥାଏ
ஒத்த சொற்கள் : ଜୁଆର
பிற மொழிகளில் மொழிபெயர்ப்பு :
A movement like that of a sudden occurrence or increase in a specified phenomenon.
A wave of settlers.