பொருள் : ତିବ୍ବତ ନିବାସୀ
எடுத்துக்காட்டு :
ତିବ୍ବତୀମାନେ ବହୁତ ଉଦ୍ୟମୀ
பிற மொழிகளில் மொழிபெயர்ப்பு :
A native or inhabitant of Tibet.
tibetanபொருள் : ଯେଉଁ ଲିପିରେ ତିବ୍ବତୀ ଏବଂ ଭୂଟାନୀ ଭାଷା ଲେଖାଯାଏ
எடுத்துக்காட்டு :
ଏଠାରେ ତିବ୍ବତୀ ଲିପିରେ କିଛି ଲେଖାଯାଇଛି
ஒத்த சொற்கள் : ତିବ୍ବତୀ ଲିପି
பிற மொழிகளில் மொழிபெயர்ப்பு :
वह लिपि जिसमें तिब्बती और भूटानी भाषा लिखी जाती है।
यहाँ तिब्बती लिपि में कुछ लिखा हुआ है।பொருள் : ତିବ୍ବତରେ ରହୁଥିବା ବ୍ୟକ୍ତି
எடுத்துக்காட்டு :
ତିବ୍ବତୀ ଲାମାଙ୍କ ସ୍ୱାଗତକରି ସମସ୍ତେ ଠିଆ ହୋଇଗଲେ
பொருள் : ତିବ୍ବତର ବା ତିବ୍ବତ ସଂବନ୍ଧୀ
எடுத்துக்காட்டு :
ମୂଳ ତିବ୍ବତୀମାନଙ୍କ ମଧ୍ୟରୁ ଷାଠିଏ ହଜାର ଶରଣାର୍ଥୀ ଏଠାକୁ ଆସିଛନ୍ତି
பிற மொழிகளில் மொழிபெயர்ப்பு :
Of or relating to or characteristic of Tibet or its people or their language.
Tibetan monks.பொருள் : ତିବ୍ବତୀ ଭାଷାର ବା ତିବ୍ବତୀ ଭାଷା ସହିତ ସଂବନ୍ଧିତ
எடுத்துக்காட்டு :
ତାକୁ ତିବ୍ବତୀ କାହାଣୀଗୁଡ଼ିକ ପଢିବାକୁ ବହୁତ ଆନନ୍ଦ ଲାଗେ