பொருள் : ଦୁଇ ବା କେତେକ କଥାର ହଠାତ୍ ଏକାସଙ୍ଗରେ ମିଳିଯିବା କ୍ରିୟା
எடுத்துக்காட்டு :
ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
பிற மொழிகளில் மொழிபெயர்ப்பு :
The temporal property of two things happening at the same time.
The interval determining the coincidence gate is adjustable.பொருள் : ଯାହା ତୁଳନା ଯୋଗ୍ୟ
எடுத்துக்காட்டு :
ଆପଣଙ୍କ ବ୍ୟକ୍ତିତ୍ୱ ଭଗବାନ ରାମଙ୍କ ସହ ତୁଳନୀୟ
ஒத்த சொற்கள் : ତୁଳନୀୟ
பிற மொழிகளில் மொழிபெயர்ப்பு :
Able to be compared or worthy of comparison.
comparableபொருள் : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
எடுத்துக்காட்டு :
ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
ஒத்த சொற்கள் : ଅନୁରୂପ, ଏକାପ୍ରକାର, ଏକାଭଳି, ତୁଲ, ସଦୃଶ, ସମ, ସମତୁଲ୍ୟ, ସମସରିସା, ସମାନ
பிற மொழிகளில் மொழிபெயர்ப்பு :
Closely similar or comparable in kind or quality or quantity or degree.
Curtains the same color as the walls.