பொருள் : ସମୟର କିଛି ଅଂଶ ଯାହା ଗଣତିବେଳେ ଏକ ବୋଲି ଗଣାଯାଏ
எடுத்துக்காட்டு :
ମୁଁ ତାକୁ କେତେଥର ଫୋନ କରିଛି ମହାବୀର ସକାଳୁ ତିନିଥର ଖାଇଲାଣି
பிற மொழிகளில் மொழிபெயர்ப்பு :
பொருள் : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
எடுத்துக்காட்டு :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
பிற மொழிகளில் மொழிபெயர்ப்பு :
பொருள் : ସଂଖ୍ୟା ବିଚାରଦ୍ୱାରା ବନ୍ଧୁକରୁ ଗୋଳି ଚଲାଇବା କ୍ରିୟା
எடுத்துக்காட்டு :
ପୋଲିସ ଚାରିଥର ଗୋଳି ଚଳାଇଲେ
ஒத்த சொற்கள் : ରାଉଣ୍ଡ୍
பிற மொழிகளில் மொழிபெயர்ப்பு :