பொருள் : ପତ୍ର ଓ ଡାଳ ବିନା
எடுத்துக்காட்டு :
କୃଷକ ଥୁଣ୍ଟା ଗଛର ଚେର ଖୋଳୁଥିଲା
பிற மொழிகளில் மொழிபெயர்ப்பு :
பொருள் : ଯାହାର ସବୁଠୁ ଉପରି ଭାଗ, ବସ୍ତୁ ଆଦି (ବିଶେଷ କରି ଶୋଭା ବଢ଼ାଉଥିବା) କୌଣସି କାରଣରୁ ନ ଥାଏ
எடுத்துக்காட்டு :
ତୋଫାନ କାରଣରୁ ସାରା ଜଙ୍ଗଲ ଥୁଣ୍ଟା ହୋଇଗଲା ଗ୍ରୀଷ୍ମଦିନେ ଏହି ପର୍ବତ ଥୁଣ୍ଟା ହୋଇଯାଏ
பிற மொழிகளில் மொழிபெயர்ப்பு :
பொருள் : ଯେଉଁଥିରେ ଡାଳ,ପତ୍ର ଆଦି କୌଣସି କାରଣରୁ ନ ଥାଏ
எடுத்துக்காட்டு :
କୃଷକ ଥୁଣ୍ଟା ଗଛଟିକୁ କାଟୁଛି