பொருள் : ଅନ୍ୟ ପକ୍ଷୀଗୁଡ଼ାଙ୍କୁ ଆକର୍ଷିତ କରିବାପାଇଁ ଜାଲରେ ଛଡ଼ା ଯାଇଥିବା ପକ୍ଷୀ
எடுத்துக்காட்டு :
ଥୋପ ଯୋଗୁଁ ବହୁତ ପକ୍ଷୀ ଜାଲରେ ପଡ଼ି ଗଲେ
பிற மொழிகளில் மொழிபெயர்ப்பு :
பொருள் : ଶିକାର ସମୟରେ ଶିକାରକୁ ଲୋଭାନ୍ୱିତ କରିବା ପାଇଁ ତା ଆଖପାଖରେ ବିଚ୍ଛାଯାଇଥିବା ଥୋପ
எடுத்துக்காட்டு :
ଶିକାରୀ ଥୋପ ପକାଇବା ପରେ ଗଛ ପଛରେ ଲୁଚିଗଲା
ஒத்த சொற்கள் : ଚାରା
பிற மொழிகளில் மொழிபெயர்ப்பு :