பொருள் : କାହାରିକୁ କିଛି କାମ କରିବାପାଇଁ କୌଣସି ସ୍ଥାନକୁ ଶୀଘ୍ର ପଠାଇବା
எடுத்துக்காட்டு :
ଖୁଡ଼ୀ ରୋହନକୁ ଜିନିଷ ଆଣିବାପାଇଁ କେତେଥର ବଜାରକୁ ଦଉଡ଼ାଇଲେ
பிற மொழிகளில் மொழிபெயர்ப்பு :
किसी को किसी काम के लिए कहीं जल्दी भेजना।
चाची ने रोहन को सामान लाने के लिए कई बार बाज़ार दौड़ाया।பொருள் : ଚାରିଆଡ଼େ ବୁଲାଇବା
எடுத்துக்காட்டு :
ବ୍ୟାଙ୍କର ବାବୁ ଋଣ ମଞ୍ଜୁର କରିବାପାଇଁ ବହୁତ ଦଉଡ଼ାଇଲେ
ஒத்த சொற்கள் : ଦଉଡ଼େଇବା
பிற மொழிகளில் மொழிபெயர்ப்பு :
பொருள் : ଦଉଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
எடுத்துக்காட்டு :
ଶିକ୍ଷକ ଛାତ୍ରମାନଙ୍କୁ ପଡ଼ିଆରେ ଦଉଡ଼ାଇଲେ
ஒத்த சொற்கள் : ଧାଁଦଉଡ଼ କରାଇବା, ଧୁଆଇଁବା
பிற மொழிகளில் மொழிபெயர்ப்பு :
பொருள் : ବ୍ୟର୍ଥରେ ପ୍ରତୀକ୍ଷା କରିବା
எடுத்துக்காட்டு :
ମନ୍ତ୍ରୀ ଚାକିରୀ ଲାଳସା ଦେଖାଇ ରାମୁକୁ ମାସମାସ ଧରି ଦଉଡ଼ାଉଛନ୍ତି
ஒத்த சொற்கள் : ଅପେକ୍ଷା କରାଇବା, ପ୍ରତୀକ୍ଷୀତ କରାଇବା
பிற மொழிகளில் மொழிபெயர்ப்பு :