உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଛମାସର ଏହି ସମୟ ଯେଉଁଥିରେ ସୂର୍ଯ୍ୟ କର୍କଟ ରେଖାରୁ ଚାଲିକରି ବରାବର ଦକ୍ଷିଣକୁ ବଢିଚାଲନ୍ତି
எடுத்துக்காட்டு : ଦକ୍ଷିଣାୟନ ୨୧ ଜୁନରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ହୋଇଥାଏ
பிற மொழிகளில் மொழிபெயர்ப்பு :हिन्दी
छः मास का वह समय जिसमें सूर्य कर्करेखा से चलकर बराबर दक्षिण की ओर बढ़ता रहता है।
பொருள் : ସୂର୍ଯ୍ୟଙ୍କ କର୍କଟ ରେଖାରୁ ଦକ୍ଷିଣର ମକର ରେଖାକୁ ଗମନ କରିବା
எடுத்துக்காட்டு : ଦକ୍ଷିଣାୟନର ଆରମ୍ଭ ଆଷାଢ-ଶ୍ରାବଣ ମାସରୁ ହୁଏ
सूर्य के कर्क रेखा से दक्षिणी मकर रेखा की ओर जाने की क्रिया।
பொருள் : ଭୂମଧ୍ୟ ରେଖାଠାରୁ ଦକ୍ଷିଣ ଆଡକୁ ରହିଥିବା ରେଖା
எடுத்துக்காட்டு : ସଂକ୍ରାନ୍ତି ଦିନ ଦକ୍ଷିଣାୟନ ସୂର୍ଯ୍ୟ ଉତ୍ତରାୟଣରେ ପ୍ରବେଶ କରେ
भूमध्य रेखा से दक्षिण की ओर होने वाला।
நிறுவு