பொருள் : ଶ୍ରଦ୍ଧା, ଭକ୍ତି, ଓ ବିନମ୍ରତାପୂର୍ବକ ଦେବତା, ଦେବମୂର୍ତ୍ତି ଅଥବା ବଡ଼ମାନଙ୍କୁ କରାଯାଉଥିବା ସାକ୍ଷାତକାର
எடுத்துக்காட்டு :
ଆମେ ମହାତ୍ମାଜୀଙ୍କ ଦର୍ଶନ କରିବାପାଇଁ ଯାଉଛୁ
பிற மொழிகளில் மொழிபெயர்ப்பு :
பொருள் : ଆଖିରେ କୌଣସି ବ୍ୟକ୍ତି,ବସ୍ତୁ ଆଦିର ହେଉଥିବା ବୋଧ
எடுத்துக்காட்டு :
କାମର ବ୍ୟସ୍ତତା କାରଣରୁ ଏକ ମାସ ହେଲା ବାପାଙ୍କ ଦର୍ଶନ ହୋଇନାହିଁ
பிற மொழிகளில் மொழிபெயர்ப்பு :
பொருள் : ସେହି ବିଚାରଧାରା ଯେଉଁଥିରେ ପ୍ରକୃତି,ଆତ୍ମା,ପରମାତ୍ମା ଓ ଜୀବନର ଅନ୍ତିମ ଲକ୍ଷ୍ୟ ଆଦିର ବିବେଚନା ହୋଇଥାଏ
எடுத்துக்காட்டு :
ବୌଦ୍ଧ ଦର୍ଶନ ଅନୁସାରେ ସଂସାର କ୍ଷଣଭଙ୍ଗୁର
பிற மொழிகளில் மொழிபெயர்ப்பு :
A belief (or system of beliefs) accepted as authoritative by some group or school.
doctrine, ism, philosophical system, philosophy, school of thought