பொருள் : ଦିଗନ୍ତବୃତ୍ତର ଚାରିଭାଗରୁ କୌଣସି ଗୋଟିଏର ବିସ୍ତାର
எடுத்துக்காட்டு :
ମୋ ଘର ଏ କ୍ଷେତ୍ରର ଉତ୍ତର ଦିଗରେ ପବନର ଦିଗ ବଦଳି ଯାଇଛି
ஒத்த சொற்கள் : ଦିଶା
பிற மொழிகளில் மொழிபெயர்ப்பு :
The spatial relation between something and the course along which it points or moves.
He checked the direction and velocity of the wind.பொருள் : କୌଣସି ବିଶେଷ କାର୍ଯ୍ୟ,ପରିସ୍ଥିତି ଆଦିର ହେଉଥିବା ଘଟଣା ବା ସ୍ଥିତି
எடுத்துக்காட்டு :
ଆପଣଙ୍କୁ ଶିକ୍ଷା ସହିତ ଉଦ୍ୟୋଗର ଦିଗ ବି ବଦଳାଇବାକୁ ପଡିବ
பிற மொழிகளில் மொழிபெயர்ப்பு :
किसी विशेष कार्य, परिस्थिति आदि के होने या घटने की स्थिति।
आपको शिक्षा के साथ ही उद्योग की दिशा भी बदलनी होगी।பொருள் : କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଏପାଖ ସେପାଖର ବିବରଣୀ
எடுத்துக்காட்டு :
ଆପଣ କେଉଁ ଦିଗକୁ ଯାଉଛନ୍ତି
பிற மொழிகளில் மொழிபெயர்ப்பு :
A place within a region identified relative to a center or reference location.
They always sat on the right side of the church.பொருள் : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
எடுத்துக்காட்டு :
ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
ஒத்த சொற்கள் : ପକ୍ଷ
பிற மொழிகளில் மொழிபெயர்ப்பு :
பொருள் : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
எடுத்துக்காட்டு :
ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
ஒத்த சொற்கள் : ପକ୍ଷ
பிற மொழிகளில் மொழிபெயர்ப்பு :