பொருள் : ସଂସାର ବା ଭୂମଣ୍ଡଳର ଯେଉଁ ଭାଗଟି ପୃଥକ୍ ରୂପେ ବିବେଚନା କରାଯାଏ
எடுத்துக்காட்டு :
କୀଟପତଙ୍ଗଙ୍କର ଅଲଗା ସଂସାର ବନସ୍ପତି ଜଗତରେ ଅନେକ ବିବିଧତା ଭରି ରହିଛି
பிற மொழிகளில் மொழிபெயர்ப்பு :
A part of the earth that can be considered separately.
The outdoor world.பொருள் : ଆମେ ପ୍ରାଣୀମାନେ ରହୁଥିବା ଜଗତ
எடுத்துக்காட்டு :
ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
ஒத்த சொற்கள் : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର, ସୃଷ୍ଟି
பிற மொழிகளில் மொழிபெயர்ப்பு :
वह लोक जिसमें हम प्राणी रहते हैं।
संसार में जो भी पैदा हुआ है, उसे मरना है।பொருள் : କାହାରି ଯେଉଁ ସମସ୍ତ ଅଭିଜ୍ଞତା ତାଙ୍କୁ ବସ୍ତୁଗୁଡ଼ିକ କିପରି ଦିଶେ ବା ପ୍ରତୀତ ହୁଏ ତାହା ନିର୍ଦ୍ଧାରଣ କରେ
எடுத்துக்காட்டு :
ଆମେ ଏକ ଅଲଗା ସଂସାରରେ ରହୁଛୁ
பிற மொழிகளில் மொழிபெயர்ப்பு :
பொருள் : କୌଣସି ବ୍ୟକ୍ତିଙ୍କର ସେହି ଅନୁଭୂତିଗୁଡ଼ିକ ଯାହା ବସ୍ତୁଗୁଡ଼ିକର ସ୍ୱରୂପ ନିର୍ଦ୍ଧାରଣ କରେ
எடுத்துக்காட்டு :
ସେ ତା ନିଜ ଦୁନିଆଁରେ ମଗ୍ନ ରହିଥାଏ ପ୍ରତ୍ୟେକ ବ୍ୟକ୍ତିର ଆପଣା ଦୁନିଆଁ ଥାଏ
பிற மொழிகளில் மொழிபெயர்ப்பு :
किसी की वे सब अनुभूतियाँ जो वस्तुओं के स्वरूप का निर्धारण करती हैं।
वह अपनी ही दुनिया में खोया रहता है।