பொருள் : ଘରେ ବସି ଅନ୍ୟତ୍ର ଘଟୁଥିବା ଦୃଶ୍ୟ ଦେଖିବାର ପ୍ରଣାଳୀ
எடுத்துக்காட்டு :
ଦେଶ ବିଦେଶରେ ଘଟୁଥିବା ଘଟଣାଗୁଡ଼ିକର ସିଧା ପ୍ରସାରଣ ଦୂରଦର୍ଶନ ଲୋକମାନଙ୍କ ପାଖରେ ପହଞ୍ଚାଇଥାଏ
ஒத்த சொற்கள் : ଦୂରଦର୍ଶନ ପ୍ରଣାଳୀ
பிற மொழிகளில் மொழிபெயர்ப்பு :
वह प्रणाली जिसमें घर बैठे, उपकरणों से अन्यत्र घटित होते हुए दृश्य देखे जाते हैं।
दूरदर्शन देश-विदेश में घटित हो रही घटनाओं का सीधा प्रसारण जन-जन तक पहुँचाता है।A telecommunication system that transmits images of objects (stationary or moving) between distant points.
television, television systemபொருள் : ଦୂରରେ ଘଟୁଥିବା ଦୃଶ୍ୟ ଦେଖିବାପାଇଁ ବ୍ୟବହୃତ ଉପକରଣ
எடுத்துக்காட்டு :
ଟେଲିଭିଜନ୍ ମନୋରଞ୍ଜନର ଗୋଟିଏ ଉତ୍ତମ ସାଧନ
ஒத்த சொற்கள் : ଟିଭି, ଟେଲିଭିଜନ୍
பிற மொழிகளில் மொழிபெயர்ப்பு :
An electronic device that receives television signals and displays them on a screen.
The British call a tv set a telly.பொருள் : ଅସ୍ଥାବର ଓ ସ୍ଥାବର ବସ୍ତୁସମୂହଙ୍କ ଛବିସବୁକୁ ଦୂରସ୍ଥାନକୁ ପ୍ରସାରିତ କରୁଥିବା ଦୂରସଞ୍ଚାର ବ୍ୟବସ୍ଥା
எடுத்துக்காட்டு :
ଟେଲିଭିଜନ ଅନୁସାରେ ଏହି ଖବର ମିଥ୍ୟା
ஒத்த சொற்கள் : ଟେଲିଭିଜନ, ଟେଲିଭିଜନ ସିଷ୍ଟମ୍, ଦୂରଦର୍ଶନ ତନ୍ତ୍ର
பிற மொழிகளில் மொழிபெயர்ப்பு :
वह दूरसंचार व्यवस्था जो चर तथा अचर वस्तुओं की छवियों को दूरस्थ स्थानों में प्रसारित करती है।
टेलीविजन के अनुसार यह ख़बर झूठी है।A telecommunication system that transmits images of objects (stationary or moving) between distant points.
television, television system