பொருள் : ଅନୁଭବ କରାଇବା
எடுத்துக்காட்டு :
ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
ஒத்த சொற்கள் : ଅନୁଭବ କରାଇବା, ପହଞ୍ଚାଇବା
பிற மொழிகளில் மொழிபெயர்ப்பு :
பொருள் : ଲୋକ ଦେଖାଣିଆ ବା ଗର୍ବର ସହିତ ପିନ୍ଧିବା ବା ପ୍ରଦର୍ଶିତ କରିବା
எடுத்துக்காட்டு :
ଶୀଲା ନୂଆ ଚୁଡ଼ିଗୁଡ଼ିକ ଦେଖାଉଛି
ஒத்த சொற்கள் : ଉପସ୍ଥାପନ କରିବା, ପ୍ରତ୍ୟକ୍ଷ କରାଇବା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା
பிற மொழிகளில் மொழிபெயர்ப்பு :
பொருள் : ଯାଞ୍ଚ ବା ନିରୀକ୍ଷଣ କରାଇବା
எடுத்துக்காட்டு :
ଆପଣ କଣ ରୋଗୀକୁ ଡାକ୍ତରକୁ ଦେଖାଇଲେ ?
பிற மொழிகளில் மொழிபெயர்ப்பு :
பொருள் : ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର ଜ୍ଞାନ ପ୍ରାପ୍ତ କରିବା
எடுத்துக்காட்டு :
ସେ ଆମକୁ ନିଜର ନୂଆଘର ଦେଖାଇଲା
ஒத்த சொற்கள் : ଦର୍ଶାଇବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା
எடுத்துக்காட்டு :
ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବତାଇଲେ
ஒத்த சொற்கள் : ନିର୍ଦ୍ଦେଶ କରିବା, ବତାଇବା
பிற மொழிகளில் மொழிபெயர்ப்பு :
किसी वस्तु या कार्य आदि की ओर इंगित करना।
माँ ने मुझे आसमान में ध्रुव तारे की स्थिति बताई।