பொருள் : ଭାଗ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି
எடுத்துக்காட்டு :
ଆଜିର କର୍ମ ପ୍ରଧାନ ଯୁଗରେ ବି ଭାଗ୍ୟବାଦୀମାନେ କମ୍ ନାହାନ୍ତି
ஒத்த சொற்கள் : ଭାଗ୍ୟବାଦୀ
பிற மொழிகளில் மொழிபெயர்ப்பு :
भाग्य को महत्व देनेवाला या भाग्य पर ही आश्रित रहनेवाला व्यक्ति।
आज के कर्म प्रधान युग में भी भाग्यवादियों की कमी नहीं है।Anyone who submits to the belief that they are powerless to change their destiny.
determinist, fatalist, predestinarian, predestinationistபொருள் : ନିୟତିବାଦକୁ ମାନୁଥିବା ବ୍ୟକ୍ତି
எடுத்துக்காட்டு :
ନିୟତିବାଦୀମାନଙ୍କ ମତରେ ସମସ୍ତ କାର୍ଯ୍ୟ ଭଗବାନଙ୍କ କୃପାରେ ହୁଏ
ஒத்த சொற்கள் : ନିୟତିବାଦୀ
பிற மொழிகளில் மொழிபெயர்ப்பு :
Anyone who submits to the belief that they are powerless to change their destiny.
determinist, fatalist, predestinarian, predestinationistபொருள் : ଭାଗ୍ୟକୁ ମହତ୍ତ୍ୱ ଦେଉଥିବା ବା ଭାଗ୍ୟ ଉପରେ ହିଁ ଆଶ୍ରିତ ରହୁଥିବା ବ୍ୟକ୍ତି
எடுத்துக்காட்டு :
ଆଜିର କର୍ମପ୍ରଧାନ ଯୁଗରେ ଭାଗ୍ୟବାଦୀ ବ୍ୟକ୍ତିମାନଙ୍କୁ ବେଳେବେଳେ ପଛରେ ରହିବାକୁ ପଡ଼ୁଛି
ஒத்த சொற்கள் : ପ୍ରାରବ୍ଧବାଦୀ, ଭାଗ୍ୟବାଦୀ
பிற மொழிகளில் மொழிபெயர்ப்பு :
भाग्य को महत्व देनेवाला या भाग्य पर ही आश्रित रहनेवाला।
आज के कर्म प्रधान युग में भाग्यवादी व्यक्ति को कभी-कभी पछताना भी पड़ता है।