பொருள் : ଧକ୍କା ମାରିବାପାଇଁ ପ୍ରବୃତ୍ତ କରିବା
எடுத்துக்காட்டு :
ସେ ଶ୍ରମିକମାନଙ୍କଦ୍ୱାରା ପଙ୍କରେ ପଶିଥିବା ଗାଡ଼ିକୁ ଧକ୍କା ମରାଉଛନ୍ତି
ஒத்த சொற்கள் : ଠେଲା ମରାଇବା, ଠେଲାଇବା, ପେଲାଇବା
பிற மொழிகளில் மொழிபெயர்ப்பு :
பொருள் : ଧକ୍କାଦେବାପାଇଁ ପ୍ରବୃତ୍ତ କରିବା
எடுத்துக்காட்டு :
ମାଲିକ ଡ୍ରାଇଭରକୁ କହି ତା କାରକୁ ରିକ୍ସାରେ ଧକ୍କାମରାଇଲା
ஒத்த சொற்கள் : ଧକ୍କା ଦିଆଇବା
பிற மொழிகளில் மொழிபெயர்ப்பு :